• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st September 2022: ଆଜି ଏହି ରାଶିର ବ୍ୟକ୍ତିଙ୍କ ସହ ଲାଗିଥିବା ବିବାଦର ସମାଧାନ ହେବ

ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ତିଥି – ୫ମୀ ଦିବା ୦୨/୪୯ ଗତେ ୬ଷ୍ଠୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ରାତ୍ରି ୧୨/୧୧ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ

Aries

ମେଷ

Thursday 01 Sep 2022

ପୂ , ଭାଦ୍ରପଦ - ନୂଆ ଲୋକ ମାନଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ

ଉ , ଭଦ୍ରପଦ - ପେସାଦାର ବ୍ୟବସାୟୀ ମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ

ରେବତୀ – ପ୍ରେମ ସଂମ୍ପର୍କରେ ତିକ୍ତତା ଦେଖାଦେବ

ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ବ୍ୟବହାର କରିବେ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :