Daily Horoscope 1st Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମରେ ସଫଳତା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1664597732-606787.jpg)
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୧ ତାରିଖ ଶନିବାର ତିଥି –୬ଷ୍ଠୀ ରାତ୍ରି ୦୮/୪୭ ଗତେ ୭ମୀ ଚନ୍ଦ୍ର – ବିଛା ରାତ୍ରି ୦୩/୧୧ ଗତେ ଧନୁ ଘାତ ଚନ୍ଦ୍ର- ରାତ୍ରି ୦୩/୧୧ ଗତେ ତୁଳା , କୁମ୍ଭ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮/୪୭ ଗତେ ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
