Daily Horoscope 1st may 2023: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1682735889-153892.jpg)
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର – ସିଂହ ରାତ୍ରି ୧୨.୨୦ ଗତେ କନ୍ୟା,ତିଥି – ୧୧ ସିଂହ ରାତ୍ରି ୧୦.୧୦ ଗତେ ୧୨ଶୀ,ଘାତ ଚନ୍ଦ୍ର – କର୍କଟ , ମକର ରାତ୍ରି ୧୨.୨୦ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୦ ଗତେ ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୧୦ ଗତେ ୨ ପାଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
