ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୨ ୟା ରାତ୍ରି ୦୨.୨୪ ଗତେ ୩ ୟା,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୨.୨୪ ପର୍ଯ୍ୟନ୍ତ ।
ମୃଗଶିରା- ପୁରୁଣା ରୋଗ ଭଲ ହୋଇଯିବ । ନିଜର ଦକ୍ଷତା ପଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ବୈବାହିକ ଜୀବନ ପାଇଁ ଏକ ଅନୁକୂଳ ସମୟ ଭାବରେ ପରିଗଣିତ ହେବ ।
ଆଦ୍ରା- ଆର୍ଥିକ କ୍ଷେତ୍ରରେ ଆୟ, ବ୍ୟୟ ସମନତା ରକ୍ଷା କରିବେ । ବିଦେଶରେ ପଢ଼ୀବାକୁ ଚାହୁଁଥିବା ଛାତ୍ରମାନଙ୍କ ସ୍ୱପ୍ନ ପୂରଣ ହେବ । ମହିଳା ମାନେ ଗପସପରେ ସମୟ ବିତାଇବେ
ପୁନର୍ବସୁ- ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ରାଜନିତିରେ ଆଲୋଚନାରେ ନିଜକୁ ସାମିଲ କରିବେ । ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫