• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st February 2024: ଏହି ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୦୨.୩୧ ଗତେ ତୁଳା। ତିଥି- ୬ଷ୍ଠୀ ଦିବା ୦୨.୦୩ ଗତେ ୭ମୀ।

Virgo

କନ୍ୟା

Thursday 01 Feb 2024

ଉ,ଫଳଗୁନି- ବ୍ୟବସାୟରେ ଉନ୍ନତି ହେବା ଫଳରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କାର୍ଯ୍ୟ ପୁରଣରେ ସଂଘର୍ଷ ଦ୍ୱାରା ସଫଳତା ମିଳିବ । ପରିବାରରେ କଠିନ ପରିଶ୍ରମ କଲେ ସମସ୍ତ ଆଶା ପୂରଣ ହେବ ।

ହସ୍ତା- ନୂତନ ଦ୍ରବ୍ୟ କ୍ରୟକରି ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଯିବେ । କର୍ମ କ୍ଷେତ୍ରରେ ମୁର୍ଖତା ପାଇଁ ଇଛା କରି କେତେକ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ନୂତନ ଦ୍ରବ୍ୟ କ୍ରୟକରି ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇଯିବେ ।

ଚିତ୍ରା- ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବା ସଙ୍ଗକୁ ବାଇଦା ପଡ଼ିପାରେ। ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡ଼ିବେ। ଆପଣଙ୍କ ସରଳତାର ସୁଯୋଗ ନେଇ ପଡୋଶୀ ମାନେ କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ ।

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :