• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th September 2023: କୌଣସି ଶୁଭ ଖବର ମିଳିପାରେ, ବଡ କମ୍ପାନୀ ସହ ବ୍ୟବସାୟରେ ଜଡିତ ହୋଇପାରନ୍ତି...

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଚନ୍ଦ୍ର – ତୁଳା ଅହୋରାତ୍ର ତିଥି- ୪ର୍ଥୀ ଦିବା ୦୧.୪୩ ଗତେ ୫ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ  ଦିବା ୦୧.୪୭ ଗତେ ୨ ପାଦ କୃଷି ଓ ବଶଂହାନି-ଭୂମି ଓ ତିଳକାଞ୍ଚନ ଦାନ 

Aries

ମେଷ

Tuesday 19 Sep 2023

ଅଶ୍ୱନୀ- କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଭେଟ ହୋଇପାରେ ତାଙ୍କ ସହିତ ସମ୍ପର୍କ ବଢାଇବେ ।  ପାରିବାରିକ ବିବାଦ କାରଣରୁ ଆଜି ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ରହିବ । ବଡ କମ୍ପାନୀ ସହିତ ବ୍ୟବସାୟରେ ଜଡିତ ହୋଇ ପାରନ୍ତି । 
ଦ୍ୱିଜା- ଆଜି ଭଲ ବିଚାର ଭରା ରହିବେ ଓ ଆଶାରୁ ବହୁତ ବେଶୀ ଲାଭ ପାଇବେ ।  ଶିକ୍ଷାର୍ଥୀଙ୍କୁ ଆଶାନୁରୂପ ଫଳ ପାଇବା ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।    
କୃତିକା- ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି । ସମସ୍ୟାର ସରଳ ସମାଧାନ ସାଙ୍ଗକୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ। 

ପ୍ରତିକାର- ଅଶ୍ୱସ୍ଥ ବୃକ୍ଷ ମୂଳେ ଗୁଡ ଥୋଇ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :