• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th October 2024: ଆଜି ଏହି ରାଶିର ବ୍ୟକ୍ତିଙ୍କୁ କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସୂଚନା ମିଳିବ

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର- ମେଷ ଦିବା ୦୪.୧୦ ଗତେ ବୃଷ ତିଥି- ୨ୟା ଦିବା ୦୯.୪୯ ଗତେ ୩ୟା

Virgo

କନ୍ୟା

Saturday 19 Oct 2024

ଉ,ଫଳଗୁନି- ପ୍ରେମୀ ଯୁଗଳଙ୍କୁ ପରିବାର ଲୋକଙ୍କର ପୂର୍ଣ୍ଣ ସମର୍ଥନ ମିଳିପାରେ । ଘରର ସମସ୍ତ ସହସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । କୌଣସି ଛୋଟ କଥାକୁ ନେଇ କର୍ମକ୍ଷେତ୍ରରେ ବିବାଦ ଦେଖିବା ପାଇଁ ମିଳିବ ।

ହସ୍ତା- ଛାତ୍ରଛାତ୍ରୀ ମାନେ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ପତିପତ୍ନୀ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇପାରେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ଓ ସମ୍ମାନ ମିଳିବ । କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି ।

ଚିତ୍ରା- ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ନିଜ ସହ ସମୟ ବିତାଇବା ପାଇଁ ପସନ୍ଦ କରିବେ । କୌଣସି ଶୁଭଖବର ପାଇ ପାରନ୍ତି ।

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :