Advertisment

Daily Horoscope 19th November 2024: ଆଜି ଏହି ରାଶିର ବ୍ୟକ୍ତି ନୂତନ ଚାକିରୀରେ ପ୍ରତିଷ୍ଠିତ ହେବେ

author-image
Pallipuspa Samal
Daily Horoscope 19th November 2024: ଆଜି ଏହି ରାଶିର ବ୍ୟକ୍ତି ନୂତନ ଚାକିରୀରେ ପ୍ରତିଷ୍ଠିତ ହେବେ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର,ତିଥି- ୪ର୍ଥୀ ସନ୍ଧ୍ୟା ୦୫.୨୮ ଗତେ ୫ମୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାତ୍ତନଦାନ