• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th May 2023: ଏହି ରାଶିର ବ୍ୟକ୍ତିଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର – ମେଷ ଦିବା ୦୧.୩୫ ଗତେ ବୃଷ, ତିଥି – ଅମାବାସ୍ୟା ରାତ୍ରି ୦୯.୨୩ ଗତେ ପ୍ରତିପଦ , ଘାତ ଚନ୍ଦ୍ର – ମେଷ ଦିବା ୦୧.୩୫ ଗତେ ବିଛା, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ପ୍ରାତଃ ୦୭.୨୯ ଗତେ ୧ ପାଦ- କୁଟୁମ୍ଭହାନୀ- ତିଳକାଞ୍ଜନ ଦାନ

Libra

ତୁଳା

Friday 19 May 2023

ଚିତ୍ରା – ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକାମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।

ସ୍ୱାତୀ – ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋନଜାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ । ଚାକିରିଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ ।

ବିଶାଖା- ଚୋରି ହେବା ସମ୍ଭାବନା ରହିଛି । ମହିଳାମାନେ ପୁରୁଣା ରୋଗର ପୀଡା ଅନୁଭବ କରିବେ । ଜମି କିଣିବାବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ । ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କୁ ଆକର୍ଷଣ କରିପାରିବେ ।

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :