• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th May 2023: ଏହି ରାଶିର ବ୍ୟକ୍ତିଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର – ମେଷ ଦିବା ୦୧.୩୫ ଗତେ ବୃଷ, ତିଥି – ଅମାବାସ୍ୟା ରାତ୍ରି ୦୯.୨୩ ଗତେ ପ୍ରତିପଦ , ଘାତ ଚନ୍ଦ୍ର – ମେଷ ଦିବା ୦୧.୩୫ ଗତେ ବିଛା, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ପ୍ରାତଃ ୦୭.୨୯ ଗତେ ୧ ପାଦ- କୁଟୁମ୍ଭହାନୀ- ତିଳକାଞ୍ଜନ ଦାନ

Pisces

ମୀନ

Friday 19 May 2023

ପୂ , ଭାଦ୍ରପଦ - ମାନସିକସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇପାରନ୍ତି ।

ଉ , ଭଦ୍ରପଦ - ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରୀଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀମାନେ ପଢାରେ ମନ ଲଗାଇବେ ।

ରେବତୀ– କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳାମାନଙ୍କର ଧାର୍ମିକ ଭାବନା ଉଦୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।

ପ୍ରତିକାର – ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :