ପ୍ରେମିକା, ପ୍ରେମିକମାନଙ୍କ ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ । ସମ୍ପତ୍ତିବାଡିକୁ ନେଇ ଅନେକ ପରିସ୍ଥିତି ଦେଖାଦେଇପାରେ ।
କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କର୍ମକ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ ବୃଦ୍ଧି ଖଟାଇ ନିଜ ସ୍ଥାନକୁ କୌଣସିମତେ ଦୃଢ କରିବେ । ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ
ପ୍ରତିକାର – ଶ୍ରୀ ଗଣେଶଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨
ପ୍ରେମିକା, ପ୍ରେମିକମାନଙ୍କ ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ । ସମ୍ପତ୍ତିବାଡିକୁ ନେଇ ଅନେକ ପରିସ୍ଥିତି ଦେଖାଦେଇପାରେ ।ଆପଣଙ୍କ ମସ୍ତିସ୍କରେ ନୂଆ ନୂଆ ଚିନ୍ତା ରହିବ ।