• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th March 2025; ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ରାଶିଫଳ..

ପ୍ରେମିକା, ପ୍ରେମିକମାନଙ୍କ ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ । ସମ୍ପତ୍ତିବାଡିକୁ ନେଇ ଅନେକ ପରିସ୍ଥିତି ଦେଖାଦେଇପାରେ ।

Pisces

ମୀନ

Wednesday 19 Mar 2025

ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟକର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦଦାୟକ ରହିବ । ରାଜନୀତିରେ ଦୁଃଶାହସିକ ପଦକ୍ଷପ ଗ୍ରହଣ କରିବେ । ଶିକ୍ଷାର୍ଥୀମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ ।

ପ୍ରତିକାର – ଶ୍ରୀ କୃଷ୍ଣଙ୍କ ପୂଜାର୍ଚ୍ଚନା କରନ୍ତୁ
 

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

VASTU TIPS

ପ୍ରେମିକା, ପ୍ରେମିକମାନଙ୍କ ପୂର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀମାନେ ପଢାରେ ଅନ୍ୟସମସ୍କ ରହିବେ ।  ସମ୍ପତ୍ତିବାଡିକୁ ନେଇ ଅନେକ ପରିସ୍ଥିତି ଦେଖାଦେଇପାରେ ।ଆପଣଙ୍କ ମସ୍ତିସ୍କରେ ନୂଆ ନୂଆ ଚିନ୍ତା ରହିବ ।