Daily Horoscope 19th January 2023:ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନୀତିର ଯୋଗ ରହିଛି
/odishatv-khabar/media/media_files/uploadimage/library/16_9/16_9_0/IMAGE_1674095090-377058.jpg)
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ
ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
