• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th July 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ।

Sagittarius

ଧନୁ

Thursday 18 Jul 2024

ମୂଳା- ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି । ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ।

ପୂ,ଷାଢା- ଅଫିସରେ ଆପଣଙ୍କ ପରାମର୍ଶ କୁ ସମ୍ମାନ କରିବେ । ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ । ଜମିଜମା କାରବାରରେ ଠକାମିରେ ପଡିପାରନ୍ତି ।

ଉ,ଷାଢା- ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ । ସନ୍ତାନଙ୍କଠାରୁ ଖୁସି ଖବର ପାଇବେ । ଲାଗିରହିଥିବା ମତାନ୍ତର ଦୂର ହୋଇଯିବ । ପାରୁଣା ବିଚାର ଛାଡି ନୂଆ ବିଚାର ଗ୍ରହଣ କରିବେ।

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :