• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th July 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ।

Leo

ସିଂହ

Thursday 18 Jul 2024

ମଘା- ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । କିଛି ନୂଆ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଂଶସିତ ହେବେ । ନିତି ଦିନିଆ କାମ ସହଜରେ ପୂରା ହେବ ।

ପୂ,ଫାଲଗୁନି- ରାଜନୀତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ବ୍ୟବସାୟରେ କୌଣସି ପରିସି୍ଥତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଚେଷ୍ଟା କଲେ ଅନ୍ୟକୁ ଦେଇଥିବା ଧନ ମିଳିପାରିବ।

ଉ,ଫାଲଗୁନି-ଅନ୍ୟ କାହାର ସହଯୋଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଭୁଲ ବୁଝାମଣା ହେତୁ ସମସ୍ୟା ବଢିପାରେ ।

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :