Daily Horoscope 18th January 2025: ଆଜି ଏହି ରାଶିର ବ୍ୟକ୍ତି ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1737172635-937758.jpg)
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୯.୨୯ ଗତେ କନ୍ୟା,ତିଥି- ୫ମୀ ଅହୋରାତ୍ର,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ରାତ୍ରି ୦୯.୨୯ ଗତେ ବୃଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
