• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ତିଥି – ୭ମୀ ଦିବା ୦୨/୧୪ ଗତେ ୮ମୀ ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ ଘାତ ଚନ୍ଦ୍ର- ବିଛା ରାଶିର ରାତ୍ରି ୦୧/୪୪ ଗତେ କନ୍ୟା ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ୨ ପାଦ-କୃଷି-ପଶୁହାନି– ଭୂମି ଓ ଅନ୍ନଦାନ ଦିବା ୦୨/୧୪ ଗତେ ୧ ପାଦ -କୃଷିହାନି-ଭୂମିଦାନ

Scorpio

ବିଛା

Saturday 17 Sep 2022

ବିଶାଖା – କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ

ଅନୁରାଧା – ଭୂ-ସମ୍ପତି କିଣିବା ଯୋଗ ରହିଛି

ଜ୍ୟେଷ୍ଠା – ଆପଣ ଆତ୍ମ ବିଶ୍ୱାସରେ ପୂର୍ଣ୍ଣ ରହିବେ

ପ୍ରତିକାର – ମାଆ ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :