• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ତିଥି – ୭ମୀ ଦିବା ୦୨/୧୪ ଗତେ ୮ମୀ ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ ଘାତ ଚନ୍ଦ୍ର- ବିଛା ରାଶିର ରାତ୍ରି ୦୧/୪୪ ଗତେ କନ୍ୟା ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ୨ ପାଦ-କୃଷି-ପଶୁହାନି– ଭୂମି ଓ ଅନ୍ନଦାନ ଦିବା ୦୨/୧୪ ଗତେ ୧ ପାଦ -କୃଷିହାନି-ଭୂମିଦାନ

Leo

ସିଂହ

Saturday 17 Sep 2022

ମଘା – ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ

ପୂ , ଫାଲଗୁନୀ - ଶାନ୍ତ ରହି ନିଜର ପ୍ରାଥମିକ ଉପରେ ଧ୍ୟାନ ଦିଅନ୍ତୁ

ଉ ,ଫାଲଗୁନୀ – ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ

ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :