• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2022: ଏହି ରାଶିର ବ୍ୟକ୍ତି ଆଜି ଚାକିରି କ୍ଷେତ୍ରରେ ସଫଳତା ପାଇବେ

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର ତିଥି – ୭ମୀ ଦିବା ୦୨/୧୪ ଗତେ ୮ମୀ ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ ଘାତ ଚନ୍ଦ୍ର- ବିଛା ରାଶିର ରାତ୍ରି ୦୧/୪୪ ଗତେ କନ୍ୟା ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ୨ ପାଦ-କୃଷି-ପଶୁହାନି– ଭୂମି ଓ ଅନ୍ନଦାନ ଦିବା ୦୨/୧୪ ଗତେ ୧ ପାଦ -କୃଷିହାନି-ଭୂମିଦାନ

Cancer

କର୍କଟ

Saturday 17 Sep 2022

ପୁନର୍ବସୁ - ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ

ପୁଷ୍ୟା – ନବ ବିବାହିତାଙ୍କ ପାଇଁ ଦିନଟି ଭଲ ରହିବ

ଅଶ୍ଳେଷା - ଆପଣ ଚିନ୍ତା ମୁକ୍ତ ରହିବେ

ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :