• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th May 2024: ଏହି ରାଶିର ବ୍ୟକ୍ତି ଆଜି ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ରାତ୍ରି ୦୪.୦୪ ଗତେ କନ୍ୟା,ତିଥି-୯ମୀ ଦିବା ୦୮.୪୯ ଗତେ ୧୦ମୀ ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୪.୦୪ ଗତେ ବୃଷ ରାଶି, ଘାତବାର- ବିଛା, ଧନୁ ଓ ମୀନ ରାଶି ପୁଷ୍କର ଦୋଷ- ରାତ୍ରି ୦୯.୧୮ ଗତେ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Leo

ସିଂହ

Friday 17 May 2024

କୃତିକା- ଜୀବନ ସାଥୀଙ୍କ ସହ ନୂଆ ସ୍ଥାନକୁ ବୁଲିବାକୁ ଯିବାର ଯୋଜନା କରିପାରନ୍ତି । ଖାଦ୍ୟପେୟ ଓ ଜୀବନ ଶୈଳୀରେ ସାବଧାନତା ରହିଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ପ୍ରେମ ସମ୍ବନ୍ଧ ଅଧିକ ଘନିଷ୍ଠତା ହେବ ।

ରୋହିଣୀ- ଚାକିରୀ କ୍ଷେତ୍ରରେ କାର୍ଯ୍ୟ କୌଣସି ଭୁଲ ହୋଇପାରେ । ବନ୍ଧୁଗହଣରେ ଦର୍ଶନୀୟ ସ୍ଥାନ ଭ୍ରମଣ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

ମୃଗଶିରା- ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର ସମ୍ପର୍କିତ କାମଟି ହୋଇଯିବ । ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ରହିଛି ।

ପ୍ରତିକାର – କୌଣସି ମନ୍ଦିରରେ କିଛି ଦାନ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :