ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର – ମୀନ ପ୍ରାତଃ ୦୭.୩୯ ଗତେ ମେଷ ତିଥି – ୧୩ଶୀ ରାତ୍ରି ୧୦.୨୮ ଗତେ ୧୪ଶୀ ଘାତ ଚନ୍ଦ୍ର – ଧନୁ ପ୍ରାତଃ ୦୭.୩୯ ଗତେ ମେଷ ଘାତ ବାର – କର୍କଟ ପୁଷ୍କର ଦୋଷ – ନାସ୍ତି
ପୁନର୍ବସୁ- ମାନସିକ ସୁସ୍ଥତା ରହି ନପାରେ । ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ
ପୁଷ୍ୟା- ଆଜି ବ୍ୟବସାୟରେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଲେଖାପଢାରେ ସୁଫଳ ପାଇବେ । ରାଜନିତିରେ ମନ ଚାହୁଁଥିବା ପଦବୀ ମିଳିପାରେ । ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି
ଅଶ୍ଳେଷା- କାରବାରରେ ସଫଳତା ପାଇବେ । ଭୂ-ସମ୍ପକୁ ନେଇ ସମସ୍ୟା ଉପୁଜିପାରେ । ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ
ପ୍ରତିକାର – ଶନିଦେବଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨