• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th Jan 2024: ଆଜି ଏହି ରାଶିର ବ୍ୟକ୍ତି ନମାନି କାମ କଲେ ଅପମାନିତ ହେବେ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୩୪ ଗତେ ମେଷ । ତିଥି- ୭ମୀ ରାତ୍ରି ୧୦.୦୭ ଗତେ ୮ମୀ । ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୩.୩୪ ଗତେ ମେଷ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୦୭ ପର୍ଯ୍ୟନ୍ତ ।

Virgo

କନ୍ୟା

Wednesday 17 Jan 2024

ଉ,ଫଳଗୁନି- ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ଖୁସି ରହିବେ । ଘରେ ଆରାମ କରିବାକୁ ଆପଣଙ୍କ ପାଖରେ ପ୍ରଚୁର ସମୟ ମିଳିବ । ବ୍ୟବସାୟ, ପରିବହନ ତଥା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ।

ହସ୍ତା- କୌଶଳପୂର୍ଣ୍ଣ କଥା ଓ ସାଧାରଣ ତ୍ୟାଗ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ । ଆନୁଷ୍ଠାନିକ କାମ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ରପ୍ତାନି ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ ।

ଚିତ୍ରା- କୌଣସି ଆନୁଷ୍ଠାନିକ କାମ ସକାଶେ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଆଶ୍ୱସ୍ତି ଲାଭ କରିବେ । ଜମିଜମା ବିବାଦ ସମାଧାନ ପୂର୍ବକ ସଫଳତା ହାସଲ କରିବେ ।

ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :