Daily Horoscope 17th April 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂର ଯାତ୍ରାର ଯୋଗ ରହିଛି
/odishatv-khabar/media/media_files/uploadimage/library/16_9/16_9_0/IMAGE_1681699362-197624.jpg)
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୮.୫୨ ଗତେ ମୀନ ,ତିଥି – ୧୨ଶୀ ଦିବା ୦୩.୪୬ ଗତେ ୧୩ଶୀ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୮.୫୨ ଗତେ ଧନୁ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩.୪୬ ଗତେ ଗତେ ୧ ପାଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
