• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ସଫଳ ହେବେ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର ତିଥି – ୬ଷ୍ଠୀ ଦିବା ୧୨/୧୯ ଗତେ ୭ମୀ ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – ବିଛା , ଧନୁ, ମୀନ ରାଶିର ପୁଷ୍କର ଦୋଷ - ୧ ପାଦ-କୁଟୁମ୍ଭହାନି– ତିଳକାଞନ ଦାନ ଦିବା ୦୯/୫୬ ପର୍ଯ୍ୟନ୍ତ, ତତ୍ପରେ ଦିବା ୧୨/୧୯ ଗତେ ୧ପାଦ ପଶୁସମ୍ପଦ ନାଶ – ଅନ୍ନଦାନ

Virgo

କନ୍ୟା

Friday 16 Sep 2022

ଉ , ଫାଲଗୁନୀ – ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରିବେ

ହସ୍ତା – ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ

ଚିତ୍ରା -ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣି ପାରନ୍ତି

ପ୍ରତିକାର - ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :