• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ସଫଳ ହେବେ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର ତିଥି – ୬ଷ୍ଠୀ ଦିବା ୧୨/୧୯ ଗତେ ୭ମୀ ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – ବିଛା , ଧନୁ, ମୀନ ରାଶିର ପୁଷ୍କର ଦୋଷ - ୧ ପାଦ-କୁଟୁମ୍ଭହାନି– ତିଳକାଞନ ଦାନ ଦିବା ୦୯/୫୬ ପର୍ଯ୍ୟନ୍ତ, ତତ୍ପରେ ଦିବା ୧୨/୧୯ ଗତେ ୧ପାଦ ପଶୁସମ୍ପଦ ନାଶ – ଅନ୍ନଦାନ

Aquarius

କୁମ୍ଭ

Friday 16 Sep 2022

ଧନିଷ୍ଠା – ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ୍ତ ଦେଖି କିଣନ୍ତୁ

ଶତଭିଷା – କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ

ପୂ , ଭାଦ୍ରପଦ – ବୈବାହିକ ଜୀବନ ସୁଖ ଭରା ରହିବ

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :