Advertisment

Daily Horoscope 16th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ସଫଳ ହେବେ

author-image
Pallipuspa Samal
Daily Horoscope 16th September 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ସଫଳ ହେବେ
ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର ତିଥି – ୬ଷ୍ଠୀ ଦିବା ୧୨/୧୯ ଗତେ ୭ମୀ ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – ବିଛା , ଧନୁ, ମୀନ ରାଶିର ପୁଷ୍କର ଦୋଷ - ୧ ପାଦ-କୁଟୁମ୍ଭହାନି– ତିଳକାଞନ ଦାନ ଦିବା ୦୯/୫୬ ପର୍ଯ୍ୟନ୍ତ, ତତ୍ପରେ ଦିବା ୧୨/୧୯ ଗତେ ୧ପାଦ ପଶୁସମ୍ପଦ ନାଶ – ଅନ୍ନଦାନ