• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th May 2024: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି-୮ମୀ(ମଳ) ପ୍ରାତଃ ୦୬.୨୩ ଗତେ ୯ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି

Gemini

ମିଥୁନ

Thursday 16 May 2024

ମୃଗଶିରା- ଜ୍ୱର କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଅନୁଭବ କରିପାରନ୍ତି । ବିଦେଶୀ ବାଣିଜ୍ୟ ସମୃଦ୍ଧ ହେବ ଏବଂ ବ୍ୟବସାୟ ବୃଦ୍ଧି ପାଇବ । ଭଲ ଲୋକଙ୍କ ସହିତ କାମ କରିବା ମଧ୍ୟ ଲାଭଦାୟକ ହେବ

ଆଦ୍ରା- ପରସ୍ପର ପ୍ରତି ଥିବା ପ୍ରେମ ଭାବନା ବଢିବ । ପିଲାମାନଙ୍କ ସହିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରିରେ ଭଲ ଟଙ୍କା ରୋଜଗାର କରିବେ

ପୁନର୍ବସୁ- ରାଜନିତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଶିକ୍ଷକମାନଙ୍କ ସହିତ ଆପଣଙ୍କର ଅଧିକ ମତଭେଦ ରହିପାରେ । ଏପରି ପରିସ୍ଥିତି ହୋଇପାରେ ଯେଉଁଠାରେ ଆପଣ ଟଙ୍କା ହରାଇବେ

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :