• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th July 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଯାନବାହାନ କ୍ରୟ କରିବାର ଯୋଗ ଅଛି

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୭.୫୧ ଗତେ ବିଛା, ତିଥି- ୧୦ମୀ ରାତ୍ରୀ ୦୮.୩୪ ଗତେ ୧୧ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୨.୧୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

Aquarius

କୁମ୍ଭ

Tuesday 16 Jul 2024

ଧନିଷ୍ଠା- ନୂତନ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଧିକ ଉନ୍ନତି କରିବେ । କର୍ମଜୀବି ମାନେ ସମସ୍ତ କର୍ମରେ ଅତ୍ୟଧିକ ସଫଳତା ପାଇବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ ।

ଶତଭିଷା- ବିଦ୍ୟାର୍ଥୀମାନେ ପରିକ୍ଷାରେ ସଫଳତା ପଇବେ । ମହିଳା ମାନେ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ବ୍ୟତିବ୍ୟସ୍ତ ଦେବେ । ବୈବାହିକ ଜୀବନ ସୁଖରେ କଟିବ ।

ପୂ,ଭାଦ୍ରପଦ- ଜମିଜମା, ମାଲିମକଦ୍ଦମା, ନିର୍ମାଣ ପ୍ରତିଷ୍ଠାର୍ଜନ କରିବେ। ବିବାଦୀୟ ଘଟଣାରେ ପରିସ୍ଥିତି ସେମିତି କିଛି ଜଟିଳ ହେବନି। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :