Advertisment

Daily Horoscope 16th January 2025: ଆଜି ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଧନ ଲାଭ ହେବ

author-image
Pallipuspa Samal
Daily Horoscope 16th January 2025: ଆଜି ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଧନ ଲାଭ ହେବ
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଦିବା ୧୧.୧୭ ଗତେ ସିଂହ । ତିଥି- ୩ୟା ରାତ୍ରି ୦୪.୦୬ ଗତେ ୪ର୍ଥୀ,ଘାତଚନ୍ଦ୍ର- ଦିବା ୧୧.୧୭ ଗତେ କର୍କଟ ଓ ମକର ରାଶିର,ପୁଷ୍କର ଦୋଷ- ନାସ୍ତି