• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th Jan 2024: ଏହି ରାଶିର ବ୍ୟକ୍ତିଙ୍କର ପାରିବାରିକ ଚିନ୍ତା କିଛି ମାତ୍ରାରେ ଲାଗିରହିବ

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ମଙ୍ଗଳବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି - ୬ଷ୍ଠୀ ରାତ୍ରି ୧୧.୫୮ ଗତେ ୭ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୧.୫୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Gemini

ମିଥୁନ

Tuesday 16 Jan 2024

ମୃଗଶିରା- ପାରିବାରିକ କ୍ଷେତ୍ରରେ ଚିନ୍ତା କିଛି ମାତ୍ରାରେ ଲାଗିରହିବ। କର୍ମକ୍ଷେତ୍ରରେ ପାରସ୍ପରିକ ଅସହଯୋଗ ସମସ୍ୟା ସମାଧାନର ବାଧକ ହେବ। ଆପଣଙ୍କ କାର‌୍ୟ୍ୟଶୈଳୀ ଓ ବିଚାରଧାରାକୁ ଅନ୍ୟମାନେ ସହଜରେ ଗ୍ରହଣ କରିନେଇପାରନ୍ତି।

ଆଦ୍ରା- ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କୌଣସି ନୂତନ ଯୋଜନା କିମ୍ବା ଦୂରଯାତ୍ରା ସକାଶେ ମନ ବଳାଇପାରନ୍ତି । ବନ୍ଧୁମାନେ ନିଜ ନିଜର ଫାଇଦା ହାସଲ ପାଇଁ ଚେଷ୍ଟା ଚଳାଇବେ। 

ପୁନର୍ବସୁ- ପୂର୍ବ ବିବାଦକୁ ନେଇ କଚେରି ମାମଲା ଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ ନତବା ଅନୁତାପ କରିପାରନ୍ତି । ଆର୍ଥିକ ଦିଗରୁ ଉପକୃତ ହେବେ ।

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :