• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th February 2023: ଆଜି ଏହି ରାଶିର ବ୍ୟକ୍ତି ରାଜନୀତିରେ ସଫଳତା ହାସଲ କରିବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।

Virgo

କନ୍ୟା

Thursday 16 Feb 2023

ଉ , ଫାଲଗୁନୀ – ମନ ମଧ୍ୟରେ ଉଦବେଗ ବଢିଚାଲିବ । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟ କାମରେ ବିଦେଶକୁ ଯାଇ ପାରନ୍ତି

ହସ୍ତା – ରାଜନୀତିରେ ଆଗକୁ ଯିବେ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ । ଘରେ କୈାଣସି ଧାର୍ମିକ କାର‌୍ୟ୍ୟର ରୂପରେଖ ତିଆରି କରି ପାରନ୍ତି

ଚିତ୍ରା – ବିରୋଧୀ ଆପଣଙ୍କ ଠାରୁ ଦୂରୋତ୍ୱ ବଜାୟ ରହିବେ । ମହିଳା ମାନେ ପ୍ରତିସୃତି ରକ୍ଷା କରିପାରିବେ ନାହିଁ । ପେସାଦାର ବ୍ୟବସାୟୀ ମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :