• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th February 2023: ଆଜି ଏହି ରାଶିର ବ୍ୟକ୍ତି ରାଜନୀତିରେ ସଫଳତା ହାସଲ କରିବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।

Gemini

ମିଥୁନ

Thursday 16 Feb 2023

ମୃଗଶିରା - ମନରେ ଭୟ ଲାଗି ରହିବ । ଭଲ କାମ କରି ବାପାଙ୍କ ପ୍ରିୟ ହୋଇ ପାରିବ । କର୍ମ କ୍ଷେତ୍ରରେ ବାଧା ଆସିପାରେ ।

ଆଦ୍ରା - ଜୀବନସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ। ରାଜନିତିରେ ଉଚ୍ଚ ପଦବୀ ପାଇବେ । ଶିକ୍ଷାର୍ଥୀ ମାନେ କୃତକାର‌୍ୟ୍ୟ କରିବେ ।

ପୁନର୍ବସୁ - କୋର୍ଟରେ ଶୁଭ ଖବର ପାଇବେ । ମହିଳା ମାନେ ଧର୍ମ କାର‌୍ୟ୍ୟରେ ମନ ଦେବେ । ବନ୍ଧୁଗହଣରେ ନୂତନ ମିତ୍ରତା ସୃଷ୍ଟି ହେବାର ସମ୍ଭାବନା ରହିଛି।

ପ୍ରତିକାର – ଗେଣଷଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :