• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 16th February 2023: ଆଜି ଏହି ରାଶିର ବ୍ୟକ୍ତି ରାଜନୀତିରେ ସଫଳତା ହାସଲ କରିବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।

Taurus

ବୃଷ

Thursday 16 Feb 2023

କୃତିକା - ପେଟ ବ୍ୟଥାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଅବହେଳା କରି ବିଫଳ ପାଇବେ । ନୂଆ ସଂପର୍କ ଯୋଡିବା ପାଇଁ ଚେଷ୍ଟା କରିବେ ।

ରୋହିଣୀ – ରାଜନୀତିରେ ନୂଆ କରି ଯୋଗ ଦେବେ । ବ୍ୟବସାୟରେ ଉନ୍ନତିର ମାର୍ଗ ଖୋଲିବ । ବିଦ୍ୟାର୍ଥୀ ମାନେ ଭଲ ନମ୍ବର ଆଣିବେ ।

ମୃଗଶିରା – ଜମି କାଗଜ ଦାୟିତ୍ୱରେ ରଖନ୍ତୁ । ମହିଳା ମାନେ ପରିବାରରେ ଆନନ୍ଦରେ ରହିବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬

ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :