Advertisment

Daily Horoscope 16th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ଚାକିରି ପାଇଁ ସୁଯୋଗ ରହିଛି

author-image
Pallipuspa Samal
Daily Horoscope 16th Dec 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ଚାକିରି ପାଇଁ ସୁଯୋଗ ରହିଛି
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ଦିବା ୦୨.୦୩ ଗତେ କନ୍ୟା ତିଥି- ୮ମୀ ରାତ୍ରି ୦୩.୦୨ ଗତେ ୯ମୀ ଘାତ ଚନ୍ଦ୍ର- କର୍କଟ, ମକର ଦିବା ୦୨.୦୩ ଗତେ ବୃଷ ଘାତ ବାର – ବିଛା , ଧନୁ ଓ ମୀନ ପୁଷ୍କର ଦୋଷ – ପ୍ରାତଃ ୦୭.୩୩ ଗତେ ୧ପାଦ - କୁଟୁମ୍ଭହାନି-ତିଳକାଞନ ଦାନ