• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th September 2024: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ନୂତନ ଚାକିରି ମିଳିବ...

ମାନସିକସ୍ତରରେ ଉନ୍ନତି ଆସିବ । କାର୍ଯ୍ୟ ସିଦ୍ଧିଲାଭ ସହ ସମ୍ମାନ ପାଇବେ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା ଓ ବାଣିଜ୍ୟରେ ଲାଭାନ୍ୱିତ ହୋଇପାରନ୍ତି ।

Libra

ତୁଳା

Sunday 15 Sep 2024

ଚିତ୍ରା- ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ । ଜୀବନ ସାଥିଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ।

ସ୍ୱାତୀ- ବ୍ୟବସାୟରେ ନୂଆ କିଛି କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ । ସମାଜ ସେବାରେ ମନ ବଳାଇବେ।

ବିଶାଖା- ମହିଳାମାନେ ଆଧାର୍ମିକ ଦିଗରେ ମନ ଦେବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହୀ ହେବେ । ଭୂମି ଲାଭର ସୂଚନା ମିଳିବ।

ପ୍ରତିକାର – ଭାର୍ଗବୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :