• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th September 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ତିଥି – ୫ମୀ ଦିବା ୧୧/୦୦ ଗତେ ୬ଷ୍ଠୀ ଚନ୍ଦ୍ର – ମେଷ ଦିବା ୦୨/୨୯ ଗତେ ବୃଷ ଘାତ ଚନ୍ଦ୍ର- ମେଷ ରାଶିର ଦିବା ୦୨/୨୯ ଗତେ ବିଛା ଘାତ ବାର – ତୁଳା, କୁମ୍ଭ ରାଶିର ପୁଷ୍କର ଦୋଷ - ଦିବା ୦୮/୦୫ ଗତେ ୧ ପାଦ-କୁଟୁମ୍ଭହାନି– ତିଳକାଞନ

Aries

ମେଷ

Thursday 15 Sep 2022

ଅଶ୍ୱନୀ – କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ

ଦ୍ୱିଜା –ଆପଣଙ୍କର ଧ୍ୟାନ ଆଧାତ୍ମିକ ଦିଗକୁ ଆକର୍ଷିତ ହେବ

କୃତିକା – ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ

ପ୍ରତିକାର - ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :