• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th March 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଚରମ ସଫଳତା ହାସଲ କରିବେ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । ଚନ୍ଦ୍ର – ବିଛା ପ୍ରାତଃ ୦୭.୩୩ ଗତେ ଧନୁ,ତିଥି – ୮ମୀ ସନ୍ଧ୍ୟା ୦୬.୪୬ ଗତେ ୯ମୀ,ଘାତ ଚନ୍ଦ୍ର – ପ୍ରାତଃ ୦୭.୩୩ ଗତେ ତୁଳା ଓ କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି

Aquarius

କୁମ୍ଭ

Wednesday 15 Mar 2023

ଧନିଷ୍ଠା- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଆପଣଙ୍କ କମ୍ପାନୀକୁ ଉପଯୁକ୍ତ ଉପାୟରେ ପରିଚାଳନା କରିବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ପାରିବାରିକ ଜୀବନରେ ପ୍ରଣୟ ଭଙ୍ଗର ସୂଚନା ମିଳିବ

ଶତଭିଷା- ଦାମ୍ପତ୍ୟ ଜୀବନରେ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଅନୁଭବ କରିବାକୁ ଅଧିକ ସୁଯୋଗ ଆସିବ । ପୈତୃକ ସମ୍ପତିକୁ ନେଇ ପାରିବାରକ ଦ୍ୱନ୍ଦ ମେଣ୍ଟିଯିବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ

ପୂ, ଭାଦ୍ରପଦ- ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଅନ୍ୟ ମାନଙ୍କ କଥା ଶୁଣନ୍ତୁ , ହେଲେ ନିଜ ବିବେକ ଅନୁସାରେ କାମ କରନ୍ତୁ । ନୂଆ ପ୍ରସ୍ତାବ ଉପରେ ବିଚାର କରିବେ

ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :