• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th February 2023: ଆଜି ଏହି ରାଶିର ବ୍ୟକ୍ତି ବଡ଼ ସଫଳତା ସହିତ ପୁରସ୍କୃତ ହେବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର,ଚନ୍ଦ୍ର – ବିଛା ରାତ୍ରି ୧୨.୪୪ ଗତେ ଧନୁ,ତିଥି – ୯ମୀ ପ୍ରାତଃ ୦୭.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ରାତ୍ରି ୧୨.୪୪ ଗତେ ତୁଳା, କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି ।

Sagittarius

ଧନୁ

Wednesday 15 Feb 2023

ମୂଳା – ପିତାଙ୍କ ସହ ସଂପର୍କରେ ହାନି ଘଟିପାରେ । ମନରେ ଧାର୍ମିକ ଭାବନା ଉଦେୟ ହେବ । କର୍ମକ୍ଷେତ୍ରରେ ନୂତନ କର୍ମନିଯୁକ୍ତିର ସଂମ୍ଭାବନା ଅଧିକ ରହିଛି

ପୂ , ଷାଢା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ବ୍ୟବସାୟରେ ଲାଭାଂଶ କମାଇବେ ।

ଉ , ଷାଢା – ମୂଲ୍ୟବାନ୍ ଜିନିଷ ଚୋରି ହେବା ସମ୍ଭାବନା ରହିଛି । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସି୍ଥତି ରହିପାରେ । ଛାତ୍ରମାନେ ସଫଳତା ପାଇବାର ସମ୍ଭାବନା ଅଛି 

ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :