• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th February 2023: ଆଜି ଏହି ରାଶିର ବ୍ୟକ୍ତି ବଡ଼ ସଫଳତା ସହିତ ପୁରସ୍କୃତ ହେବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର,ଚନ୍ଦ୍ର – ବିଛା ରାତ୍ରି ୧୨.୪୪ ଗତେ ଧନୁ,ତିଥି – ୯ମୀ ପ୍ରାତଃ ୦୭.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ରାତ୍ରି ୧୨.୪୪ ଗତେ ତୁଳା, କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି ।

Virgo

କନ୍ୟା

Wednesday 15 Feb 2023

ଉ , ଫାଲଗୁନୀ – ମାନସିକ ଦୁଃଚିନ୍ତା ଲାଗି ରହିବ । ପ୍ରେମ ଜୀବନ ମଧୁରମୟ ରହିବ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ ।

ହସ୍ତା – ରାଜନିତିରେ ଆଦର ସମ୍ମାନ ପାଇବେ । ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ । ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ

ଚିତ୍ରା – ଭୂମି କ୍ରୟ କରିବାର ସୁଯୋଗ ଅଛି । ମହିଳା ମାନେ ସ୍ୱାଭିମାନ ରହିବେ

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :