• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th February 2023: ଆଜି ଏହି ରାଶିର ବ୍ୟକ୍ତି ବଡ଼ ସଫଳତା ସହିତ ପୁରସ୍କୃତ ହେବେ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର,ଚନ୍ଦ୍ର – ବିଛା ରାତ୍ରି ୧୨.୪୪ ଗତେ ଧନୁ,ତିଥି – ୯ମୀ ପ୍ରାତଃ ୦୭.୩୯ ଗତେ ୧୦ମୀ,ଘାତ ଚନ୍ଦ୍ର – ରାତ୍ରି ୧୨.୪୪ ଗତେ ତୁଳା, କୁମ୍ଭ,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି ।

Gemini

ମିଥୁନ

Wednesday 15 Feb 2023

ମୃଗଶିରା - ପୁରାତନ ରୋଗର ପିଡା ଅପେକ୍ଷା କୃତ କମ୍ ରହିବ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି

ଆଦ୍ରା - କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାର‌୍ୟ୍ୟ ସହଯୋଗ ପାଇବେ । ରାଜନିତିରେ କାର‌୍ୟ୍ୟରେ ନେତୃତ୍ୱ ନେବେ

ପୁନର୍ବସୁ – ବିଦେଶ ଯାତ୍ରା କରିବାର ସୁଯୋଗ ମଧ୍ୟ ପାଇପାରିବେ । ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।

ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :