Advertisment

Daily Horoscope 15th December 2024: ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଧନ ଲାଭ ହେବ

author-image
Pallipuspa Samal
Daily Horoscope 15th December 2024: ଏହି ରାଶିର ବ୍ୟକ୍ତିଙ୍କର ବ୍ୟବସାୟରେ ଧନ ଲାଭ ହେବ
ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଚନ୍ଦ୍ର-ବୃଷ ଦିବା ୦୩.୦୪ଗତେ ମିଥୁନ,ତିଥି-ପୂର୍ଣ୍ଣିମା ଦିବା ୦୨.୩୧ଗତେ ପ୍ରତିପଦ, ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୩.୦୪ ଗତେ କନ୍ୟା ରାଶିର,ଘାତବାର-ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ