ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ (ଅହୋରାତ୍ର) ତିଥି- ୭ମୀ ରାତ୍ରି ୦୧.୩୯ ଗତେ ୮ମୀ ଘାତ ଚନ୍ଦ୍ର- କର୍କଟ, ମକର (ଅହୋରାତ୍ର) ଘାତ ବାର – ତୁଳା, କୁମ୍ଭ ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୧.୩୯ ପର୍ଯ୍ୟନ୍ତ
ଉ , ଷାଢା - ବନ୍ଧୁ ବିଛେଦ ଜନିତ ମନସ୍ଥାପ କରିପାରନ୍ତି । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ଶ୍ରବଣା – ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ
ଧନିଷ୍ଠା – ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ପ୍ରତିକାର – ମାଆ ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮