• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th September 2022: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ସଫଳତା ମିଳିବ

ଶୁଭ ସମୟ- ପ୍ରାତଃ ୦୫/୩୭ ରୁ ୦୭/୧୪ ଦିବା ୧୦/୧୦ ରୁ ୧୧/୧୭ ଦିବା ୦୧/୪୩ ରୁ ୦୪/୫୮ ସନ୍ଧ୍ୟା ୦୬/୩୪ ରୁ ୧୦/୩୧ ରାତ୍ରି ୧୦/୪୦ ରୁ ୦୨/୩୯ ରାତ୍ରି ୦୪/୦୮ ରୁ ୦୫/୩୭ ଅଶୁଭ ସମୟ ଋାହୁକାଳ – ଦିବା ୧୧/୪୨ ରୁ ୦୧/୧୩ କାଳବେଳା - ଦିବା ୦୮/୩୯ ରୁ ୧୦/୧୦ ବାରବେଳା - ଦିବା ୧୧/୪୨ ରୁ ୦୧/୧୩ କାଳରାତ୍ରି - ରାତ୍ରି ୦୨/୩୯ ରୁ ୦୪/୦୮

Sagittarius

ଧନୁ

Wednesday 14 Sep 2022

ମୂଳା – କର୍ମ ହରାଇବାର ସମ୍ଭାବନା ଅଧିକ ରହିଛି

ପୂ , ଷାଢା –ଆର୍ଥିକ ସ୍ଥିତି ବିଗିଡି ଯାଇପାରେ

ଉ , ଷାଢା – ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :