ଶୁଭ ସମୟ- ପ୍ରାତଃ ୦୫/୩୭ ରୁ ୦୭/୧୪ ଦିବା ୧୦/୧୦ ରୁ ୧୧/୧୭ ଦିବା ୦୧/୪୩ ରୁ ୦୪/୫୮ ସନ୍ଧ୍ୟା ୦୬/୩୪ ରୁ ୧୦/୩୧ ରାତ୍ରି ୧୦/୪୦ ରୁ ୦୨/୩୯ ରାତ୍ରି ୦୪/୦୮ ରୁ ୦୫/୩୭ ଅଶୁଭ ସମୟ ଋାହୁକାଳ – ଦିବା ୧୧/୪୨ ରୁ ୦୧/୧୩ କାଳବେଳା - ଦିବା ୦୮/୩୯ ରୁ ୧୦/୧୦ ବାରବେଳା - ଦିବା ୧୧/୪୨ ରୁ ୦୧/୧୩ କାଳରାତ୍ରି - ରାତ୍ରି ୦୨/୩୯ ରୁ ୦୪/୦୮
ମୃଗଶିରା - ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ
ଆଦ୍ରା - କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ
ପୁନର୍ବସୁ - ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି
ପ୍ରତିକାର – ମାଆ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫