• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th September 2022: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ସଫଳତା ମିଳିବ

ଶୁଭ ସମୟ- ପ୍ରାତଃ ୦୫/୩୭ ରୁ ୦୭/୧୪ ଦିବା ୧୦/୧୦ ରୁ ୧୧/୧୭ ଦିବା ୦୧/୪୩ ରୁ ୦୪/୫୮ ସନ୍ଧ୍ୟା ୦୬/୩୪ ରୁ ୧୦/୩୧ ରାତ୍ରି ୧୦/୪୦ ରୁ ୦୨/୩୯ ରାତ୍ରି ୦୪/୦୮ ରୁ ୦୫/୩୭ ଅଶୁଭ ସମୟ ଋାହୁକାଳ – ଦିବା ୧୧/୪୨ ରୁ ୦୧/୧୩ କାଳବେଳା - ଦିବା ୦୮/୩୯ ରୁ ୧୦/୧୦ ବାରବେଳା - ଦିବା ୧୧/୪୨ ରୁ ୦୧/୧୩ କାଳରାତ୍ରି - ରାତ୍ରି ୦୨/୩୯ ରୁ ୦୪/୦୮

Pisces

ମୀନ

Wednesday 14 Sep 2022

ପୂ , ଭାଦ୍ରପଦ - କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ

ଉ , ଭଦ୍ରପଦ - ପୁରୁଣା କଥାର ପର୍ଯ୍ୟାଲୋଚନା କରି ମନରେ ଅଶାନ୍ତି ଆସିପାରେ

ରେବତୀ – ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି

ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ଜପ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :