ଶୁଭ ସମୟ- ପ୍ରାତଃ ୦୫/୩୭ ରୁ ୦୭/୧୪ ଦିବା ୧୦/୧୦ ରୁ ୧୧/୧୭ ଦିବା ୦୧/୪୩ ରୁ ୦୪/୫୮ ସନ୍ଧ୍ୟା ୦୬/୩୪ ରୁ ୧୦/୩୧ ରାତ୍ରି ୧୦/୪୦ ରୁ ୦୨/୩୯ ରାତ୍ରି ୦୪/୦୮ ରୁ ୦୫/୩୭ ଅଶୁଭ ସମୟ ଋାହୁକାଳ – ଦିବା ୧୧/୪୨ ରୁ ୦୧/୧୩ କାଳବେଳା - ଦିବା ୦୮/୩୯ ରୁ ୧୦/୧୦ ବାରବେଳା - ଦିବା ୧୧/୪୨ ରୁ ୦୧/୧୩ କାଳରାତ୍ରି - ରାତ୍ରି ୦୨/୩୯ ରୁ ୦୪/୦୮
ଧନିଷ୍ଠା – କୈାଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି
ଶତଭିଷା – ଧନ ସମ୍ପତି ବୃଦ୍ଧି ହୋଇପାରେ
ପୂ , ଭାଦ୍ରପଦ – ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ
ପ୍ରତିକାର –ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮