Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Aries

ମେଷ

Friday 14 Oct 2022

ଅଶ୍ୱନୀ – ମାନସିକ ପ୍ରଫୁଲତା ଓ ବିଳାସବ୍ୟସନରେ ରହିବେ । ଆତ୍ମୀୟ ସ୍ୱଜନ ସହ ମିଳନ । କର୍ମ କ୍ଷେତ୍ରରେ ବହୁ ଖଟଣି ସତ୍ୱେ ଅଳ୍ପ ଅର୍ଥ ଉପାର୍ଜନ ହେବ ।

ଦ୍ୱିଜା – ବ୍ୟବସାୟୀ ମାନେ ବଡ ବ୍ୟବସାୟୀ ମାନଙ୍କ ସହିତ ହାତ ମିଶାଇବେ । ବିଦ୍ୟାର୍ଥୀ ମାନେ ପଢାରେ ପେଛଇବେ ଓ ପରୀକ୍ଷାରେ ଖରାପ ଫଳ ପାଇ ପାରନ୍ତି ।

କୃତିକା – ରାଜନୀତିରେ ସକ୍ରିୟ ରହିବାର ସୂଚନା ମିଳେ । ମହିଳା ମାନେ ଘରର କାମରେ ବ୍ୟସ୍ତ ରହିବେ ।

ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :