• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Libra

ତୁଳା

Friday 14 Oct 2022

ଚିତ୍ରା – ଶାରିରିକ ଅସୁସ୍ଥତାର ଉପଶମ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଭଲ କାର୍ଯ୍ୟ କରି ପ୍ରଂଶସାର ପାତ୍ର ହେବେ । ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞ୍ଚୟ ହେବ ।

ସ୍ୱାତୀ – ବ୍ୟବସାୟରେ ବହୁ ପରିଶ୍ରମ ସତ୍ୱେ ଅଳ୍ପ ଲାଭ ମିଳିବ । ରାଜନୈତିକ ସମ୍ମାନ ଓ ସମର୍ଥନ ପାଇବେ । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।

ବିଶାଖା – କୋଟ୍ କଚେରୀ ମାମଲାରେ ଫସି ଯାଇପାରନ୍ତି । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ ।

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :