• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Cancer

କର୍କଟ

Friday 14 Oct 2022

ପୁନର୍ବସୁ - ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି । କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ 

ପୁଷ୍ୟା – ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇପାରନ୍ତି । ରାଜନୀତିରେ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନେ ବିଷର୍ଣ୍ଣ ରହିବେ ଓ ମନ ଦୁର୍ବଳ ରହିବ ।

ଅଶ୍ଳେଷା - ରାଜନୀତିରେ ସଂପୂର୍ଣ୍ଣ ବିଫଳ ହେବେ । ମହିଳା ମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ ।

ପ୍ରତିକାର – ମାଆ ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :