• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂମି କ୍ରୟର ସୁଯୋଗ ଆସିପାରେ

ସୈାର କନ୍ୟା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର ଚନ୍ଦ୍ର – ବୃଷ ଅହୋରାତ୍ର ଘାତ ଚନ୍ଦ୍ର- ମେଷ ରାଶିର ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ୨ପାଦ ରାତ୍ରି ୦୧/୩୧ ଗତେ ୧ପାଦ

Gemini

ମିଥୁନ

Friday 14 Oct 2022

ମୃଗଶିରା - ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ଭାଇବନ୍ଧୁଙ୍କ ସହ ବିରୋଧୀ ଦେଖାଦେଇ ପାରେ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି ।

ଆଦ୍ରା - ବ୍ୟବସାୟରେ ଲାଭ, କ୍ଷତି ସମାନ ପରିମାଣରେ ରହିବ । ରାଜନୀତି କ୍ଷେତ୍ରରେ ବହୁତ ଉପରକୁ ଯାଇପାରନ୍ତି । ପ୍ରତିଯୋଗିତା ମୂଳକ ପରିକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବେ ।

ପୁନର୍ବସୁ - ଜମିକୁ ନେଇ ଭାଇ ବିରୋଧୀ ହୋଇପାରନ୍ତି । ମହିଳା ମାନଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :